Category: Religious News

ମା’ ହିଙ୍ଗୁଳା ମନ୍ଦିରରେ ବାର୍ଷିକ ଯଜେ୍ଞାତ୍ସବ

ତାଳଚେର: ତାଳଚେର ବ୍ଲକ ଘଂଟପଡ଼ା ଗ୍ରାମ ଧନ୍ଦାପୋତା ଛକସ୍ଥିତ ମା ହିଙ୍ଗୁଳା ମନ୍ଦିରର ୧୦ମ ବାର୍ଷିକ ଯଜେ୍ଞାତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆଜି ସକାଳୁ ଗୋପାଳପ୍ରସାଦସ୍ଥିତ ମା ହିଙ୍ଗୁଳା ମନ୍ଦିରରୁ ମା’ଙ୍କ...

ଶିବ ପଞ୍ଚାକ୍ଷରୀରେ ପ୍ରକମ୍ପିତ ଏକାମ୍ର କ୍ଷେତ୍ର

ଭୁବନେଶ୍ବର : ଶିବ ପଞ୍ଚାକ୍ଷରୀରେ ପ୍ରକମ୍ପିତ ହେଉଥିଲା ଗଗନ ପବନ। ପବିତ୍ର ଜାଗରରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ ପାଇଁ ଏକାମ୍ର କ୍ଷେତ୍ରକୁ ଛୁଟିଥିଲା ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ପାଦ। ଭକ୍ତି ଓ ଆବେଗରେ କିଏ ଦୀପଟିଏ...

୫ ଲକ୍ଷରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ କପିଳାସ ପୀଠରେ ଦୀପ ଜାଳିଲେ

ଢେଙ୍କାନାଳ : ପବିତ୍ର ଜାଗରଯାତ୍ରା ପାଇଁ ଆଜି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ପ୍ରସିଦ୍ଧ ଶୈବ ପୀଠ କପିଳାସ ଚଳଚଞ୍ଚଳ ହୋଇଉଠିଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ଭକ୍ତ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ...

ମହାଶିବରାତ୍ରି ପାଇଁ ଶିବାଳୟ ଚଳଚଞ୍ଚଳ

ଭୁବନେଶ୍ୱର: ପବିତ୍ର ମହାଶିବରାତ୍ରି ପାଇଁ ରାଜ୍ୟର ଶିବାଳୟଗୁଡ଼ିକ ଚଳଚଞ୍ଚଳ ଦେଖାଯାଇଛି। ଏକାମ୍ର କ୍ଷେତ୍ରରେ ଥିବା ଶିବ ମନ୍ଦିରଗୁଡ଼ିକରେ ଶିବରାତ୍ରି ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମହାପ୍ରଭୁଙ୍କ ଜାଗରଯାତ୍ରା ଅବସରରେ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଥିବା...

ଦିନରେ ୩ ଥର ସ୍ବରୂପ ଆପେ ଆପେ ବଦଳାନ୍ତି ହନୁମାନ,….

ଭାରତରେ ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ରହସ୍ୟ ରହିଛି। ମଧ୍ୟପ୍ରଦେଶ ପୁରବା ଗାଁ ନିକଟରେ ଥିବା ସୂରଜକୁଣ୍ଡରେ ହନୁମାନ ମନ୍ଦିର ରହିଛି। ଏଠାରେ ଠାକୁର ଗୋଟିଏ ଦିନର ୨୪ ଘଣ୍ଟା ମଧ୍ୟରେ ୩ ଥର...

ବଟ ମହାପୁରୁଷଙ୍କ ପୀଠରେ ଅଷ୍ଟମପ୍ରହରୀ ଅନୁଷ୍ଠିତ

ଗରଦପୁର : କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବଲ୍କ ତେଣ୍ଡାକୁଡା ପଞ୍ଚାୟତ ଅର୍ନ୍ତଗତ ରାହାଁଳ ଦାଆଁଲୋ ଗ୍ରାମ ମଧ୍ୟସ୍ଥ ବଟ ମହାପୁରୁଷଙ୍କ ପୀଠରେ ଆଜି ୬୮ତମ ବାର୍ଷିକ ଅଷ୍ଟମପ୍ରହରୀ ନାମ ସଂକୀର୍ତ୍ତନ ଆରମ୍ଭ ହୋଇଯାଇଛି, ଗୁରୁବାର...

୧୪୭ତମ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା ‘ମହିମା ଅଲେଖ’ ଧ୍ୱନିରେ ଗଗନ ପବନ ପ୍ରକମ୍ପିତ

ଢେଙ୍କାନାଳ : ୧୮୭୪ମସିହାରୁ ଆରମ୍ଭ ହୋଇ ଆସୁଥିବା ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା ୧୪୭ବର୍ଷରେ ପଦାର୍ପଣ କରିଛି । ଏହି ଅବସରରେ ଆଜି ଅନୁଷ୍ଠିତ ଏହି ବିଶ୍ୱ ପ୍ରସିଦ୍ଧ ମେଳାରେ ଲକ୍ଷ ଲକ୍ଷ ଉର୍ଦ୍ଧ୍ୱ...

ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର – ଆସନ୍ତା ୨୧ ତାରିଖରେ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ଜାଗର ଅମାବାସ୍ୟା ପାଳନ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ରାତି ୧୦ଟାରେ ମହାଦୀପ ଉଠିବ ବୋଲି ଲିଙ୍ଗରାଜ...

ରାମ ମନ୍ଦିର ନିମନ୍ତେ ପାଟନା ମହାବୀର ମନ୍ଦିର ଦାନ ଦେବ ୧୦ କୋଟି ଟଙ୍କା

ପାଟନା (ଏଜେନ୍ସି) : ଲୋକସଭାରେ ବୁଧବାର ପ୍ରଧାନମନ୍ତ୍ରୀ ମୋଦି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ଟ୍ରଷ୍ଟ ଗଠନର ଘୋଷଣା କରିଥିଲାବେଳେ ଏହାକୁ ପାଟନାର ପ୍ରସିଦ୍ଧ ମହାବୀର ମନ୍ଦିର ନ୍ୟାସର ସଚିବ ଆଚାର୍ଯ୍ୟ କିଶୋର...