Category: Religious News

ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା

ଡେରାବିଶ : ଡେରାବିଶ ବ୍ଳକ ବସପୁର ପଂଚାୟତ ଅନ୍ତର୍ଗତ ଡିହବସପୁର ଗ୍ରାମର ଗ୍ରାମଦେବୀ ମା’ ରାମଚଣ୍ଡୀ ଦେବୀଙ୍କ ନୂତନ ମନ୍ଦିର ଓ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଷ୍ଠା...

ଉତ୍ତରପାଶ୍ୱର୍ରେ ନିର୍ମାଣ ହେବ ଅନ୍ନ ଯଜ୍ଞସ୍ଥଳୀ ବା ମହାପ୍ରସାଦ ସେବନ ସ୍ଥଳୀ

ପୁରୀ: ଶ୍ରୀମନ୍ଦିର ଚାରିପାଖରୁ ୭୫ ମିଟର ଅବଧି ଉଚ୍ଛେଦ ଶେଷ ହେବା ପରେ ଅଧିଗ୍ରହଣ ଜମି ଉତ୍ତର ପାଶ୍ୱର୍ ଜାଗାରେ ୫ ହଜାର ଭକ୍ତ ଏକାଥରକେ ବସି ମହାପ୍ରସାଦ ସେବନ କରିପାରିବା ଭଳି ନିର୍ମାଣ...

କେବଳ ରାଷ୍ଟ୍ରାୟତ ବ୍ୟାଙ୍କରେ ଶ୍ରୀମନ୍ଦିର ପାଣ୍ଠି ରହିବ

ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବୁଧବାର ଦିନ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିଥିଲେ । ବୈଠକ ସଂପର୍କରେ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ...

ଶ୍ରୀମନ୍ଦିର ଐତିହ୍ୟ କରିଡରରେ ହେବ ବ୍ୟାପକ ପରିବର୍ତ୍ତନ

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ଅନ୍ତର୍ଗତ ଐତିହ୍ୟ କରିଡରରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ନିଷ୍ପତ୍ତି ହୋଇଛି । ମଙ୍ଗଳବାର ଗଜପତିଙ୍କ ଅଧ୍ୟକ୍ଷତାରେ ଏଥିନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ...

ମାଘସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ତିନି ଲକ୍ଷ ଶ୍ରଦ୍ଧାଳୁ

କୋଣାର୍କ : ପବିତ୍ର ମାଘସପ୍ତମୀ ଅବସରରେ ଆଜି ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ତିନି ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇ ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି। ଶନିବାର ଭୋର ୪ଟାରେ ତୀର୍ଥ ପୁଷ୍କରିଣୀରେ ଶ୍ରଦ୍ଧାଳୁଙ୍କ...

ଖଣ୍ଡଗିରି ମେଳା: ୧୦୮ ପୂର୍ଣ୍ଣ କୁମ୍ଭ ସ୍ଥାପନକରାଯାଇ ପଞ୍ଚକୁଣ୍ଡୀୟ ମହାଯଜ୍ଞ ଆରମ୍ଭ

ଭୁବନେଶ୍ବର : ତପୋଭୂମି ଖଣ୍ଡଗିରିକୁ ଛୁଟି ଆସିଛନ୍ତି ଶହ ଶହ ସନ୍ଥ। ପବିତ୍ର ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ପରେ ସାଧୁସନ୍ଥଙ୍କ ଆଗମନ ଆହୁରି ବୃଦ୍ଧି ପାଇବ। ଖଣ୍ଡଗିରି ପଞ୍ଚତୀର୍ଥ ପୁଷ୍କରିଣୀରେ ଅନେକ...

ଖଣ୍ଡଗିରି ମହାକୁମ୍ଭ ମେଳା

ମେଳାର କିଂବଦନ୍ତିଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ କୁଷ୍ଠରୋଗରୁ ମୁକ୍ତି ପାଇଁ ଅର୍କକ୍ଷେତ୍ର କୋଣାର୍କରେ ଶାମ୍ବ ଦଶମୀଠାରୁ ମାଘସପ୍ତମୀ ପର୍ଯ୍ୟନ୍ତ ତପସ୍ୟା କରିଥିଲେ। ଏହି ସୂର୍ଯ୍ୟ ଉପାସନା ଅବସରରେ ସେ ଚନ୍ଦ୍ରଭାଗାରେ ସପ୍ତମୀ ବୁଡ଼ ପକାଇବା...

ମାଘ ଷଷ୍ଠୀ : ସ୍ନାନମଣ୍ଡପକୁ ବିଜେ ହେବେ ୩ ମହାଦେବ

କୋଣାର୍କ: ଚନ୍ଦ୍ରଭାଗାରେ ମାଘ ସପ୍ତମୀ ବୁଡ଼ ନିମନ୍ତେ ପୁରୀ ଜିଲା ପ୍ରଶାସନ ଓ କୋଣାର୍କ ଏନ୍‌ଏସି କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ଶ୍ରଦ୍ଧାଳୁଙ୍କ ସ୍ନାନ ନିମନ୍ତେ ଡ୍ରେନେଜ ବିଭାଗ ପକ୍ଷରୁ ତୀର୍ଥ ପୁଷ୍କରିଣୀ...

ତୁମ୍ଭେଶ୍ବର ମନ୍ଦିର ପ୍ରାଙ୍ଗଣରେ ହନୁମାନ, ଶନି ଓ ମା’ଙ୍କ ମୂର୍ତ୍ତି ଭଙ୍ଗା ଘଟଣାକୁ ନେଇ ଥାନାର ଦ୍ୱାରସ୍ଥ ହେଲେ ଅଞ୍ଚଳବାସୀ

ଜଗତସିଂହପୁର: କେତେକ ଅସାମାଜିକ ଲୋକ ଠାକୁରଙ୍କ ମୂର୍ତ୍ତିକୁ ରାତି ସାରା ବାଡ଼େଇ ବାଡ଼େଇ ଭାଙ୍ଗି ଫୋପାଡ଼ି ଦେଇଥିବା ଖବର ଜଗତସିଂହପୁର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଏଭଳି...

ଇସ୍କନ୍‌ ପକ୍ଷରୁ ମୁମ୍ବାଇରେ ଚତୁର୍ଦ୍ଧା ମୂର୍ତିଙ୍କୁ ପୁଣି ଅଦିନେ ଗଡ଼ିଲା ରଥ

ଭୁବନେଶ୍ବର : ଅଦିନିଆ ରଥଯାତ୍ରାକୁ ନେଇ କେତେ ତମ୍ବିତୋଫାନ ହେଲା। ଶେଷରେ ଅଦିନିଆ ରଥ ଗଡ଼େଇବେ ନାହିଁ ବୋଲି ଖୋଦ ଇସ୍କନ୍‌ ବୋର୍ଡ ମୁଖ୍ୟ ବି ସମ୍ମତି ଜଣାଇଲେ। ମାତ୍ର କଥା ରଖିଲେ ନାହିଁ।...