ମସ୍‌ଜିଦ୍‌ରେ ନମାଜପାଠ କରିପାରିବେ ମୁସଲମାନ୍‌ ମହିଳା: ମୁସଲିମ୍‌ ପର୍ସନାଲ ଲ’ ବୋର୍ଡ

ନୂଆଦିଲ୍ଲୀ: ଭାରତୀୟ ମୁସଲମାନ ମହିଳାଙ୍କୁ ନେଇ ଆଉ ଏକ ବଡ଼ ଖବର ଆସିଛି। ମସ୍‌ଜିଦ୍‌ରେ ମୁସଲମାନ୍‌ ମହିଳାମାନେ ନମାଜ ପାଠ କରିପାରିବେ ବୋଲି ମୁସଲିମ୍‌ ପର୍ସନାଲ ଲ’ ବୋର୍ଡ ପକ୍ଷରୁ ସୁପ୍ରିମକୋର୍ଟରେ କୁହାଯାଇଛି। ସୁପ୍ରିମକୋର୍ଟଙ୍କୁ...

ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ଭାଙ୍ଗିଲା

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରର ପୁରୁଣା ଟ୍ରଷ୍ଟ ବୋର୍ଡ ଭାଙ୍ଗିଛି। ପୁରୁଣା ଟ୍ରଷ୍ଟ ବୋର୍ଡକୁ ଭାଙ୍ଗି ମଧ୍ୟବର୍ତ୍ତୀକାଳୀନ ଟ୍ରଷ୍ଟ ବୋର୍ଡ ଗଠନ କରାଯାଇଛି। ମଧ୍ୟବର୍ତ୍ତୀକାଳୀନ ଟ୍ରଷ୍ଟ ବୋର୍ଡକୁ ଦେବୋତ୍ତର କମିସନ ଗଠନ କରିଥିବା ଜଣାପଡ଼ିଛି। ନୂତନ...

ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ଲିଙ୍ଗରାଜ ମନ୍ଦିର ମନ୍ଦିରମାଳିନୀ ଭୁବନେଶ୍ୱରର ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଓଡ଼ିଶା କୀର୍ତ୍ତିରାଜିର ଅନ୍ୟତମ ଶ୍ରେଷ୍ଠ ରତ୍ନ। ଏହି ମନ୍ଦିର ୧୦୩୦ରେ ରାଜା ଯଯାତି କେଶରୀ ଆରମ୍ଭ କରିଥିବା ବେଳେ ୧୦୬୫ରେ ରାଜା ଲଲାଟେନ୍ଦୁ କେଶରୀ...

କଳିଯୁଗର ମଣିଷ

ନାରାୟଣ ମିଶ୍ର କଳିଯୁଗର ଅୟମାରମ୍ଭ ବିଷୟରେ ଭାଗବତରେ ଉଲ୍ଲେଖ ଅଛି ଯେ ଏକମାତ୍ର ପାଦରେ ଠିଆ ହୋଇଥିବା କୌଣସି ଏକ ବୃଷଭକୁ ଜଣେ ବୃହଦାକାର କୃଷ୍ଣକାୟ ବ୍ୟକ୍ତି ଲୁହା ବାଡ଼ିରେ ବାରମ୍ବାର ପିଟି ଚାଲିଥିଲେ।...

ଶ୍ରୀ ସରସ୍ୱତୀ କବ଼ଚମ୍

ଗୁରୁରୁବ଼ାଚ ଶୃଣୁ ଶିଷ୍ୟ! ପ୍ରବ଼କ୍ଷ୍ୟାମି କବ଼ଚଂ ସବ଼ର୍କାମଦମ୍ । ଧୃତ୍ୱା ସତତଂ ସବେ଼÷ର୍ଃ ପ୍ରପାଠ୍ୟୋଽୟଂ ସ୍ତବ଼ଃ ଶୁଭଃ ।ା ନ୍ୟାସଃ ଅସ୍ୟ ଶ୍ରୀସରସ୍ୱତୀ-ସ୍ତୋତ୍ର-କବ଼ଚସ୍ୟ ପ୍ରଜାପତିଋଷିଃ, ଅନୁଷ୍ଟୁପ୍ ଛନ୍ଦଃ, ଶାରଦା ଦେବ଼ତା, ସବ଼ର୍ତତ୍ତ୍ୱପରିଜ୍ଞାନେ ସବ଼ର୍ାର୍ଥସାଧନେଷୁ ଚ...

ସରସ୍ୱତୀ ସୂକ୍ତମ୍

( ଋଗ୍ ବେ଼ଦ ସଂହିତା ) ଓଁ ଇୟମଦଦାଦ୍ରଭସମୃଣଚ୍ୟୁତଂ ଦିବେ଼ାଦାସଂ ବ଼ଧ୍ର‌୍ୟଶ୍ୱାୟ ଦାଶୁଷେ । ୟା ଶଶ୍ୱନ୍‌ତମାଚଖଶଦାବ଼ସଂ ପଣିଂ ତା ତେ ଦାତ୍ରାଣି ତବ଼ିଷା ସରସ୍ୱତୀ ।ା ୧ ।ା ଇୟଂ ଶୁୁଷ୍ମେଭିର୍ବିସଖା ଇବ଼ାରୁଜତ୍ସାନୁ...

ମା’ଙ୍କୁ ପ୍ରସନ୍ନ କରିବା ପାଇଁ ସରସ୍ୱତୀ ପୂଜାରେ କ’ଣ କରିବା ଉଚିତ୍‌?

ମାଘ ଶୁକ୍ଳ ପଞ୍ଚମୀ ତିଥିରେ ମା ସରସ୍ୱତୀଙ୍କର ଆବାହନ ତଥା ପୂଜା-ବନ୍ଦନା କରାଯାଇଥାଏ । ବସନ୍ତର ଅୟମାରମ୍ଭରେ ଧରଣୀ ରାଣୀ ସକଳ ସୌନ୍ଦର୍ଯ୍ୟକୁ ଅଙ୍ଗୀଭୁତ କରି ସମସ୍ତ ପରିପୂର୍ଣ୍ଣତାରେ ଅଭିଷିକ୍ତ ହୋଇ, ମଙ୍ଗଳମୟୀ ଆଦ୍ୟାଶକ୍ତିଙ୍କ...

ହିନ୍ଦୁ ଯୁବତୀଙ୍କୁ ଅପହରଣ କରି ଧର୍ମାନ୍ତରୀକରଣ କରାଇ ମୁସଲମାନଙ୍କୁ ବିବାହ କରାଇବା ଘଟଣାରେ ବର୍ଷିଲେ ଭାରତ ସରକାର

ନୂଆଦିଲ୍ଲୀ: ପାକିସ୍ତାନରେ ଜଣେ ହିନ୍ଦୁ ଯୁବତୀଙ୍କୁ ବିବାହ ବେଦି ଉପରୁ ବଳପୂର୍ବକ ଭାବେ ଅପହରଣ କରି ନେବାପରେ ତାଙ୍କର ଧର୍ମାନ୍ତରୀକରଣ କରାଇ ତାଙ୍କୁ ଜଣେ ମୁସଲମାନ ବ୍ୟକ୍ତିଙ୍କୁ ବିବାହ କରାଇ ଦିଆଯାଇଥିବା ଘଟଣାରେ ତୀବ୍ର ପ୍ରତିକ୍ରିୟା...

କୌଣସି କର୍ମ କରିବାକୁ ହେଲେ ପାଞ୍ଚଟି ଉପାଦାନର ଆବଶ୍ୟକତା ରହିଛି – କ’ଣ ସେମାନେ?

ଭଗବାନ ଶ୍ରୀକୃଷ୍ଣ ମନୁଷ୍ୟର କର୍ମକୁ ପର୍ଯ୍ୟାଲୋଚନା କରି କର୍ମ କରିବାପାଇଁ ପାଞ୍ଚଟି ଉପାଦାନର କଥା ‘ଶ୍ରୀମଦ୍‌ ଭଗବଦ୍‌ଗୀତା’ରେ କହିଛନ୍ତି। ସେଗୁଡ଼ିକ ହେଉଛି- ୧. ଅଧିଷ୍ଠାନ, ୨. କର୍ତ୍ତା, ୩. କରଣ, ୪. ପ୍ରୟାସ ଏବ˚...