ଭୁବନେଶ୍ୱର: ଅଁଳା ନବମୀକୁ ଅକ୍ଷୟ ନବମୀ ମଧ୍ୟ କୁହାଯାଏ। ଅଁଳା ନବମୀ କାର୍ତ୍ତୀକ ମାସ ଶୁକ୍ଳ ପକ୍ଷର ନବମୀ ତିଥିରେ ପାଳନ କରାଯାଏ। ଏହି ବ୍ରତ ପାଳନ କଲେ ଅକ୍ଷୟ ଫଳ ପ୍ରାପ୍ତି ହୁଏ।...