ମକର ସଂକ୍ରାନ୍ତି ହିନ୍ଦୁଧର୍ମର ଏକ ପ୍ରମୁଖ ପର୍ବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିରେ ପ୍ରବେଶ କରିଥାନ୍ତି। ମକର ସଂକ୍ରାନ୍ତିକୁ କେଉଁ କେଉଁ ସ୍ଥାନରେ ଉତ୍ତରାୟଣ ବି...