ଭୁବନେଶ୍ୱର: ବକୁଳ ଅମାବାସ୍ୟା ବା ବଉଳ ଅମାସିଆ – ଆମ୍ବଗଛ ଫଳବତୀ ହେବାର ଉତ୍ସବଟିଏ। ଯାହାକୁ ଓଡ଼ିଶାର ଲୋକେ ଘରେ ଘରେ ଉତ୍ସବ ଭାବେ ପାଳନ କରାଯାଇଥାଏ। ଚାଉଳରେ ପ୍ରସ୍ତୁତ ସ୍ୱତନ୍ତ୍ର ପିଠା ପ୍ରସ୍ତୁତ ହୋଇ...