ଲୋକକଥାଟିଏ
January 18, 2020

ଇଗଲ ଛୁଆଟିଏ ଦିନେ ସକାଳେ ଗୋଟିଏ କୁକୁଡ଼ା ଚିଆଁକୁ ଶିକାର ଭାବେ ଧରି ବସାକୁ ଫେରିଲା। ମା’ ଇଗଲ ପଚାରିଲା, ‘ତୁ ଚିଆଁକୁ ଉଠାଇ ଆଣିଲା ବେଳେ ତାର ମା’ କ’ଣ କହିଲା?’ ଇଗଲ ଛୁଆ ଉତ୍ତର ଦେଲା, ‘ସେ ଭୟାନକ ଦୃଶ୍ୟ ମୁଁ ଭୁଲି ପାରିବି ନାହିଁ। ମା’ କୁକୁଡ଼ା ଦଉଡ଼ି ଆସି ଭୀଷଣ ଚିତ୍କାର କଲା ଓ ଧମକ ଦେଲା ଯେ ସେ ଦେଖି ନେବ!’ ମା’ ଇଗଲ ଧୀରେ କହିଲା, ‘ଭୟ କରନା, କିଛି ହେବନାହିଁ।’