Author: Editorial Desk

ବିଶ୍ୱ ଗୋ-ସୁରକ୍ଷା ବାହିନୀର ରାଷ୍ଟ୍ରୀୟ ଅଧିବେଶନ

କଟକ : ବିଶ୍ୱ ଗୋ ସୁରକ୍ଷା ବାହିନୀ ରାଷ୍ଟ୍ରୀୟ ଅଧିବେଶନ କଟକ ସହିଦ ଭବନଠାରେ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ସକାଳ ୮ଟାରେ ସ୍ଥାନୀୟ ଦୋଳମୁଣ୍ଡାଇଠାରୁ ଏକ ବିରାଟ ସଂକୀର୍ତ୍ତନ ଶୋଭାଯାତ୍ରା ବାହାରି...

ଶିବ ପଞ୍ଚାକ୍ଷରୀରେ ପ୍ରକମ୍ପିତ ଏକାମ୍ର କ୍ଷେତ୍ର

ଭୁବନେଶ୍ବର : ଶିବ ପଞ୍ଚାକ୍ଷରୀରେ ପ୍ରକମ୍ପିତ ହେଉଥିଲା ଗଗନ ପବନ। ପବିତ୍ର ଜାଗରରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ ପାଇଁ ଏକାମ୍ର କ୍ଷେତ୍ରକୁ ଛୁଟିଥିଲା ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ପାଦ। ଭକ୍ତି ଓ ଆବେଗରେ କିଏ ଦୀପଟିଏ...

କୁନିଝିଅ ସହିତ କୁକୁରର ବାହାଘର

ମୟୂରଭଞ୍ଜ : ଆଦିବାସୀମାନଙ୍କ ମୁଖ୍ୟପର୍ବ ମଧ୍ୟରୁ ମାଗେ ପର୍ବ ଅନ୍ୟତମ। ଏହି ପର୍ବର ଶେଷ ଦିନକୁ ହାର ବାଗେୟା ବୋଲି କୁହାଯାଇଥାଏ। ଆଦିବାସୀଙ୍କ ବିଶ୍ବାସ ମୁତାବକ ଏହି ଦିନ ଅଶୁଭ ଲକ୍ଷଣଗୁଡିକୁ ଖଣ୍ଡନ କରାଯିବାର...

୫ ଲକ୍ଷରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ କପିଳାସ ପୀଠରେ ଦୀପ ଜାଳିଲେ

ଢେଙ୍କାନାଳ : ପବିତ୍ର ଜାଗରଯାତ୍ରା ପାଇଁ ଆଜି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ପ୍ରସିଦ୍ଧ ଶୈବ ପୀଠ କପିଳାସ ଚଳଚଞ୍ଚଳ ହୋଇଉଠିଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ଭକ୍ତ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ...

ମହାଶିବରାତ୍ରି ପାଇଁ ଶିବାଳୟ ଚଳଚଞ୍ଚଳ

ଭୁବନେଶ୍ୱର: ପବିତ୍ର ମହାଶିବରାତ୍ରି ପାଇଁ ରାଜ୍ୟର ଶିବାଳୟଗୁଡ଼ିକ ଚଳଚଞ୍ଚଳ ଦେଖାଯାଇଛି। ଏକାମ୍ର କ୍ଷେତ୍ରରେ ଥିବା ଶିବ ମନ୍ଦିରଗୁଡ଼ିକରେ ଶିବରାତ୍ରି ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମହାପ୍ରଭୁଙ୍କ ଜାଗରଯାତ୍ରା ଅବସରରେ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଥିବା...

ଦିନରେ ୩ ଥର ସ୍ବରୂପ ଆପେ ଆପେ ବଦଳାନ୍ତି ହନୁମାନ,….

ଭାରତରେ ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ରହସ୍ୟ ରହିଛି। ମଧ୍ୟପ୍ରଦେଶ ପୁରବା ଗାଁ ନିକଟରେ ଥିବା ସୂରଜକୁଣ୍ଡରେ ହନୁମାନ ମନ୍ଦିର ରହିଛି। ଏଠାରେ ଠାକୁର ଗୋଟିଏ ଦିନର ୨୪ ଘଣ୍ଟା ମଧ୍ୟରେ ୩ ଥର...

କାଶ୍ମୀର ପଣ୍ଡିତଙ୍କ ଭାବନକୁ କୁଠାରଘାତ କରାଯାଇଛି : ଦିବ୍ୟା ରାଜଦାନ

ନୂଆଦିଲ୍ଲୀ (ଏଜେନ୍ସି) : ବଲିଉଡ୍‌ର ପ୍ରଖ୍ୟାତ ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରାଙ୍କ ଦ୍ୱାରା ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଶିକାରା’ ଗତକଶଲି ସମଗ୍ର ଭାରତରେ ମୁକ୍ତିଲାଭ କରିଛି । ତେବେ ମୁକ୍ତିଲାଭ କରୁକରୁ ଏହାକୁ ନେଇ ବିବାଦ...

ବିରଳ ପ୍ରଜାପତିରେ ଶ୍ରୀଜଗନ୍ନାଥ

ଗୋପ: ଗୋପ ବଜାରସ୍ଥିତ ଏକ ଜଳଖିଆ ଦୋକାନରେ ଶୁକ୍ରବାର ବିରଳ ପ୍ରଜାପତି ଦେଖିବାକୁ ମିଳିଛି। ପ୍ରଜାପତିଟି ଦେଖିବାକୁ ଖଇରିଆ ରଙ୍ଗର ହୋଇଥିବାବେଳେ ପ୍ରଜାପତି ମୁଣ୍ଡରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆକୃତିର ଛବି ଦେଖିବାକୁ ମିଳିଛି। ଏହାକୁ...

ବଟ ମହାପୁରୁଷଙ୍କ ପୀଠରେ ଅଷ୍ଟମପ୍ରହରୀ ଅନୁଷ୍ଠିତ

ଗରଦପୁର : କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବଲ୍କ ତେଣ୍ଡାକୁଡା ପଞ୍ଚାୟତ ଅର୍ନ୍ତଗତ ରାହାଁଳ ଦାଆଁଲୋ ଗ୍ରାମ ମଧ୍ୟସ୍ଥ ବଟ ମହାପୁରୁଷଙ୍କ ପୀଠରେ ଆଜି ୬୮ତମ ବାର୍ଷିକ ଅଷ୍ଟମପ୍ରହରୀ ନାମ ସଂକୀର୍ତ୍ତନ ଆରମ୍ଭ ହୋଇଯାଇଛି, ଗୁରୁବାର...

ଭାଗ୍ୟରେଖା

ଇଂ ଶୁଭାଶିଷ ସୈାଭାଗ୍ୟ ଶେଖର ସ୍ୱାଇ କପାଳ ଲିଖନ କେ କରିବ ଆନ । ରାତି ପାହିଲେ ରାମଚନ୍ଦ୍ର ରାଜା ହେବେ । ବନବାସ ଯିବେ ବୋଲି କିଏ ଜାଣି ଥିଲା ? ଭାଗ୍ୟ...