ଟେକ୍ସଟ୍ ମେସେଜ୍ରେ ଆସିବ ଛାଡ଼ପତ୍ର ନୋଟିସ୍ January 5, 2019 ସାଉଦି: ସାଉଦି ଆରବର ମହିଳାମାନେ ଆଉ ଛାଡ଼ପତ୍ର ବାବଦରେ ଜାଣିବାରେ ଶେଷ ବ୍ୟକ୍ତିବିଶେଷ ହେବେନି, ଏଣିକି କୋର୍ଟ ଛାଡ଼ପତ୍ର ବାବଦରେ ଘୋଷଣା କରିବାର କିଛି ମିନିଟ୍ ମଧ୍ୟରେ ସେମାନଙ୍କୁ ଟେକ୍ସଟ୍ ମେସେଜ୍ ଜରିଆରେ ନୋଟିସ୍ ପହଞ୍ଚିଯିବ...