ବଲାଙ୍ଗିର : ଆରମ୍ଭ ହୋଇଯାଇଛି ଶାରଦୀୟ ଦୁର୍ଗାପୂଜା। ସାରା ଓଡ଼ିଶା ଏବେ ମା’ଙ୍କ ଧରାବତରଣ ଖୁସିରେ ମସ୍‌ଗୁଲ। ପଶ୍ଚିମ ଓଡ଼ିଶା ମଧ୍ୟ ବାଦ୍ ପଡ଼ିନି। ସବୁଠି ଉତ୍ସବର ପରିବେଶ। ତେବେ ଅନ୍ୟ ସ୍ଥାନ ଗୁଡ଼ିକ...