ଡିଏଭି ପବ୍ଲିକ୍ ସ୍କୁଲରେ ସଂସ୍କୃତ ସପ୍ତାହ ରାଉରକେଲା,୨୨ା୮: ବାସନ୍ତୀ କଲୋନୀସ୍ଥିତ ଡିଏଭି ପବ୍ଲିକ ସ୍କୁଲରେ ସଂସ୍କୃତ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଗତ ୭ ଦିନ ଧରି...