ସେସମୟରେ ବାବରଙ୍କ ମୃତ୍ୟୁ ହୋଇଯାଇଥାଏ । ଉତ୍ତରାଧିକାରୀ ଭାବରେ ତାଙ୍କର ପୁତ୍ର ହୁମାୟୁନ୍‍ ରାଜଗାଦିରେ ବସିଥାନ୍ତି । ହୁମାୟୁନ ଥିଲେ ଅତି ମାତ୍ରାରେ ମହତ୍ତ୍ୱାକାଙ୍‍କ୍ଷୀ ଓ ରାଜ୍ୟଲୋଭୀ । ଆଖପାଖ ରାଜ୍ୟମାନଙ୍କୁ ନିଜ ସାମ୍ରାଜ୍ୟରେ...