ପାକିସ୍ତାନୀ ହିନ୍ଦୁଙ୍କ କୋହଭରା ଆବେଦନ

ଆମେ ମରିଯିବୁ ପଛେ ପୁଣି ଥରେ ସେଇ ନର୍କକୁ ଫେରିବୁ ନାହିଁ ନୂଆଦିଲ୍ଲୀ (ଏଜେନ୍ସି) : କେନ୍ଦ୍ରର ମୋଦି ସରକାରଙ୍କ ଦ୍ୱାରା ସଂସଦରେ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବହୁମତରେ ପାରିତ କରାଇ ନେଇ...

ଇଣ୍ଡୋନେସିଆରେ ଖୋଲିଲା ପ୍ରଥମ ହିନ୍ଦୁ ବିଶ୍ୱବିଦ୍ୟାଳୟ

ଜାକାର୍ତ୍ତା(ଏଜେନ୍ସି) : ଇଣ୍ଡୋନେସିଆର ସରକାର ସେଠାରେ ରହୁଥିବା ହିନ୍ଦୁ ଛାତ୍ରଛାତ୍ରୀଙ୍କ ଅଧ୍ୟୟନକୁ ଦୃଷ୍ଟିରେ ରଖି ଦେଶରେ ପ୍ରଥମ ହିନ୍ଦୁ ବିଶ୍ୱବିଦ୍ୟାଳୟକୁ ଖୋଲିଛନ୍ତି । ବାଲିର ଦେନପସାରରେ ଅବସ୍ଥିତ ଏହି ହିନ୍ଦୁ ବିଶ୍ୱବିଦ୍ୟାଳୟର ନାମକରଣ ଇଣ୍ଡୋନେସିଆର...

ଶ୍ରୀମନ୍ଦିର ଐତିହ୍ୟ କରିଡରରେ ହେବ ବ୍ୟାପକ ପରିବର୍ତ୍ତନ

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ଅନ୍ତର୍ଗତ ଐତିହ୍ୟ କରିଡରରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ନିଷ୍ପତ୍ତି ହୋଇଛି । ମଙ୍ଗଳବାର ଗଜପତିଙ୍କ ଅଧ୍ୟକ୍ଷତାରେ ଏଥିନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ...

ମାଘସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ତିନି ଲକ୍ଷ ଶ୍ରଦ୍ଧାଳୁ

କୋଣାର୍କ : ପବିତ୍ର ମାଘସପ୍ତମୀ ଅବସରରେ ଆଜି ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ତିନି ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇ ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି। ଶନିବାର ଭୋର ୪ଟାରେ ତୀର୍ଥ ପୁଷ୍କରିଣୀରେ ଶ୍ରଦ୍ଧାଳୁଙ୍କ...

ସରସ୍ୱତୀ ପୂଜାରେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ

ଯାଜପୁର – ପବିତ୍ର ଶ୍ରୀପଞ୍ଚମୀ ଦିନ ସ୍କୁଲରେ ସରସ୍ବତୀଙ୍କ ପୂଜା ଆରାଧନା ଚାଲିଥିବା ବେଳେ ସ୍କୁଲର ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ସହଯୋଗରେ କେତେକ କଲେଜ ପଢ଼ୁଆ ଛାତ୍ର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ...

ଖଣ୍ଡଗିରି ମେଳା: ୧୦୮ ପୂର୍ଣ୍ଣ କୁମ୍ଭ ସ୍ଥାପନକରାଯାଇ ପଞ୍ଚକୁଣ୍ଡୀୟ ମହାଯଜ୍ଞ ଆରମ୍ଭ

ଭୁବନେଶ୍ବର : ତପୋଭୂମି ଖଣ୍ଡଗିରିକୁ ଛୁଟି ଆସିଛନ୍ତି ଶହ ଶହ ସନ୍ଥ। ପବିତ୍ର ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ପରେ ସାଧୁସନ୍ଥଙ୍କ ଆଗମନ ଆହୁରି ବୃଦ୍ଧି ପାଇବ। ଖଣ୍ଡଗିରି ପଞ୍ଚତୀର୍ଥ ପୁଷ୍କରିଣୀରେ ଅନେକ...

ସକାଳ ବୁଲାରେ ବାହାରିଥିବା ଉତ୍ତରପ୍ରଦେଶ ହିନ୍ଦୁ ମହାସଭା ଅଧ୍ୟକ୍ଷ ଗୁଳି ଚୋଟରେ ନିହତ

ଲକ୍ଷ୍ନୌ: ରବିବାର ସକାଳେ ଲକ୍ଷ୍ନୌ କେନ୍ଦ୍ରସ୍ଥଳରେ ଥିବା ହଜରତଗଞ୍ଜ ଅଞ୍ଚଳରେ ଦୁଇ ଜଣ ମଟରସାଇକେଲ୍‌ ଆରୋହୀ ଉତ୍ତର ପ୍ରଦେଶ ୟୁନିଟ୍‌ର ‘ଅଖିଳ ଭାରତୀୟ ହିନ୍ଦୁ ମହାସଭା’ର ଅଧ୍ୟକ୍ଷଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି। ଗୋରଖପୁର...

ପବିତ୍ର ମାଘ ସପ୍ତମୀ : ଚନ୍ଦ୍ରଭାଗାରେ ବୁଡ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

କୋଣାର୍କ : ପବିତ୍ର ମାଘ ସପ୍ତମୀ ଅବସରରେ ଆଜିି ପ୍ରତ୍ୟୁଷରୁ ଚନ୍ଦ୍ରଭାଗା ତୀର୍ଥରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ। ଏଥିପାଇଁ ଗତକାଲିଠାରୁ ଚନ୍ଦ୍ରଭାଗା ବେଳାଭୂମିରେ ପ୍ରବଳ ଗହଳି ପରିଲକ୍ଷିତ ହୋଇଥିଲା। ଆଜି ମଧ୍ୟ ସକାଳୁ...

ରଥଖଳାରେ ରଥକାଠ ଅନୁକୂଳ : ରଥଯାତ୍ରା ନିର୍ବିଘ୍ନରେ ଶେଷ ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା

ପୁରୀ :‌ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ବଡ଼ଦାଣ୍ଡ ରଥଖଳାରେ ରଥକାଠ ଅନୁକୂଳ କାର୍ଯ୍ୟ ଶେଷ ହୋଇଛି। ରଥ ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟ କାଠ ପହଞ୍ଚିବା ପରେ ପବିତ୍ର ବସନ୍ତ ପଞ୍ଚମୀରେ ଏହି ଅନୁକୂଳ...

ଖଣ୍ଡଗିରି ମହାକୁମ୍ଭ ମେଳା

ମେଳାର କିଂବଦନ୍ତିଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ କୁଷ୍ଠରୋଗରୁ ମୁକ୍ତି ପାଇଁ ଅର୍କକ୍ଷେତ୍ର କୋଣାର୍କରେ ଶାମ୍ବ ଦଶମୀଠାରୁ ମାଘସପ୍ତମୀ ପର୍ଯ୍ୟନ୍ତ ତପସ୍ୟା କରିଥିଲେ। ଏହି ସୂର୍ଯ୍ୟ ଉପାସନା ଅବସରରେ ସେ ଚନ୍ଦ୍ରଭାଗାରେ ସପ୍ତମୀ ବୁଡ଼ ପକାଇବା...