ପାଣିରେ ଲୁଣ ମିଶାଇ ସ୍ନାନ କରନ୍ତୁ! ଦେଖିବେ ତାର ଚମତ୍-କାରିତା!

କଥାରେ ଅଛି, ଲୁଣ ଖାଏ ହାଣ୍ଡି; ଚିନ୍ତା ଖାଏ ଗଣ୍ଡି । କିନ୍ତୁ ସ୍ଥଳ ବିଶେଷରେ ଲୁଣର ବ୍ୟବହାର ଶରୀର ପାଇଁ ବହୁତ ଲାଭପ୍ରଦ । ଲୁଣ ବିନା ଖାଦ୍ୟର ସ୍ୱାଦ ଯେପରି ଅଧୁରା...

Luck gets unfolded … ଭାଗ୍ୟଂ ଫଲତି ସବ଼ର୍ତ୍ର…..

ଅଜୟ କୁମାର ବେହେରା ଇମଂ ବିବସ୍ୱତେ ଯୋଗଂ ପ୍ରୋକ୍ତବାନହମବ୍ୟୟମ୍, ବିବସ୍ୱାନ୍ ମନବେ ପ୍ରାହ ମନୁରିକ୍ଷାକବେଽବ୍ରବୀତ୍ । । ମହାନ ଗୀତା – ଜ୍ଞାନଯୋଗର ପ୍ରଥମ ଶ୍ଲୋକରେ ଭଗବାନ ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କୁ କହିଥିଲେ, ଯାହାର ଅର୍ଥ...

ଶ୍ରୀ ଦେବକୃତ ଶ୍ରୀଲକ୍ଷ୍ମୀସ୍ତୋତ୍ରମ୍ Laksmi Stotram – Sri Deva

ଶ୍ରୀ ଦେବକୃତ ଶ୍ରୀଲକ୍ଷ୍ମୀସ୍ତୋତ୍ରମ୍ କ୍ଷମସ୍ୱ ଭଗବତ୍ୟବ କ୍ଷମାଶୀଲେ ପରାତ୍ପରେ । ଶୁଦ୍ଧସତ୍ତ୍ୱସ୍ୱରୂପେ ଚ କୋପାଦିପରିବର୍ଜିତେ । । ଉପମେ ସର୍ବସାଧ୍ୱୀନାଂ ଦେବୀନାଂ ଦେବପୂଜିତେ । ତ୍ୱୟା ବିନା ଜଗତ୍ସର୍ବଂ ମୃତତୁଲ୍ୟଂ ଚ ନିଷ୍ଫଲମ ।...

ଲୁଣ ପାଣିରେ ଗାଧୋଇଲେ ମିଳେ ଏହି ସବୁ ଫାଇଦା

ଏବେ ଜାଣିବା, ଲୁଣ ପାଣିରେ ଗାଧୋଇବା ଶରୀର ପାଇଁ କେତେ ଉପକାରୀ ୧. ଲୁଣପାଣିରେ ଗାଧୋଇଲେ ଶରୀର କ୍ଳାନ୍ତି ଦୂର ହୁଏ ଓ ଚିନ୍ତାରୁ ମୁକ୍ତି ମିଳିଥାଏ। ରାତିରେ ଭଲ ନିଦ ହୁଏ। ଏହା...

କରୁଣାମୟୀ ମା ଦ୍ରୌପଦୀ – How Draupadi becomes a Great Mother!

ଅନ୍ୟାୟ, ଅଧର୍ମ, ଅନୀତିର ପୃଷ୍ଠପୋଷକ ସାଜି ନିଜକୁ ସବୁଠାରୁ ବଳୀୟାନ ଭାବୁଥିବା କୁରୁକୁଳ ଧର୍ମକ୍ଷେତ୍ର କୁରୁକ୍ଷେତ୍ରରେ ବିନଷ୍ଟ ହୋଇଯାଇଥାନ୍ତି । ଅହଂକାରୀ ଦୁର୍ଯ୍ୟୋଧନ ବ୍ୟାସ ସରୋବର ତୀରରେ ଭୀମଙ୍କ ଗଦାଘାତରେ ଭଗ୍ନଜାନୁ ହୋଇ ଅତି...

ଅର୍ଜୁନଙ୍କ ରଥକୁ କପିଧ୍ୱଜ କୁହାଯିବାର କାରଣ କ’ଣ? Why do we call Arjuna’s Chariot as Kapidvaja?

ଅଶ୍ୱତ୍‍ଥମା, ବଳି, ବ୍ୟାସ, ହନୁମାନ, ବିଭୀଷଣ, କୃପାଚାର୍ଯ୍ୟ, ପର୍ଶୁରାମ ଓ ମାର୍କଣ୍ଡେୟ- ଏହି ଆଠଜଣଙ୍କୁ ଚିରଞ୍ଜୀବୀ କୁହାଯାଇଥାଏ । କିନ୍ତୁ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଏକାନ୍ତ ଅନୁଗତ, ଭକ୍ତ ଶିରୋମଣି ହନୁମାନ ଚିରଞ୍ଜୀବୀ...

ଶ୍ରୀରାମାନୁଜାଚାର୍ଯ୍ୟ – Shri Ramanujacharya

ଶ୍ରୀରାମାନୁଜାଚାର୍ଯ୍ୟ କରୁଣା ଓ ପ୍ରେମର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ । ସନ୍ଥ ଭାବରେ ସେ ସକଳ ଜୀବର କଲ୍ୟାଣ କାମନା କରୁଥିଲେ । ରାମାନୁଜାଚାର୍ଯ୍ୟଙ୍କୁ ତାଙ୍କର ଗୁୁରୁ ଏକ ମନ୍ତ୍ର ଶିକ୍ଷା ଦେଇଥିଲେ- ନାରାୟଣ...

ସାଧୁସନ୍ଥଙ୍କ ହୃଦୟ ବିସ୍ତୀର୍ଣ୍ଣ – The Hearts of Sadhus are ever expanding!

ସେସମୟରେ ବାବରଙ୍କ ମୃତ୍ୟୁ ହୋଇଯାଇଥାଏ । ଉତ୍ତରାଧିକାରୀ ଭାବରେ ତାଙ୍କର ପୁତ୍ର ହୁମାୟୁନ୍‍ ରାଜଗାଦିରେ ବସିଥାନ୍ତି । ହୁମାୟୁନ ଥିଲେ ଅତି ମାତ୍ରାରେ ମହତ୍ତ୍ୱାକାଙ୍‍କ୍ଷୀ ଓ ରାଜ୍ୟଲୋଭୀ । ଆଖପାଖ ରାଜ୍ୟମାନଙ୍କୁ ନିଜ ସାମ୍ରାଜ୍ୟରେ...

ଅହଂ ଭାବ ମନରେ ଉଚ୍ଚନୀଚ୍ଚ, ଛୋଟବଡ ଭେଦଭାବ ଉଦ୍ରକ କରେ – Ego Creates division

ଥରେ ଶାକ୍ୟବଂଶୀୟ ସାତଜଣ ରାଜକୁମାର ତଥାଗତ ବୁଦ୍ଧଙ୍କ ପ୍ରବଚନ ଶୁଣିବାକୁ ଯାଇଥିଲେ । ତଥାଗତଙ୍କ ଦିବ୍ୟବାଣୀରେ ରାଜକୁମାରମାନେ ଏତେ ପ୍ରଭାବିତ ହୋଇଯାଇଥିଲେଯେ ସେମାନଙ୍କର ସଂସାରପ୍ରତି ବୈରାଗ୍ୟଭାବ ଆସିଲା । ସିଦ୍ଧାନ୍ତନେଲେ ବୌଦ୍ଧଭିକ୍ଷୁ ହୋଇଯିବା ନିମିତ୍ତ...

ପରମ ଭକ୍ତ ଶବରୀ – A Great Devotee Shavari

ଶବରୀ ଭଗବାନଙ୍କର ପରମ ଭକ୍ତ ଥିଲା । ଭାଗ୍ୟର ବିଡ଼ମ୍ବନା ଯୋଗୁଁ ଶବରୀ ଏତେ କୁରୂପା ଥିଲା ଯେ ତା’ର ନିଜ ଜାତିର ଲୋକ ମଧ୍ୟ ତାକୁ ଘୃଣାଚକ୍ଷୁରେ ଦେଖୁଥିଲେ । ବାପା ମାଆଙ୍କର...