Author: Editorial Desk

ପବିତ୍ର ମାଘ ସପ୍ତମୀ : ଚନ୍ଦ୍ରଭାଗାରେ ବୁଡ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

କୋଣାର୍କ : ପବିତ୍ର ମାଘ ସପ୍ତମୀ ଅବସରରେ ଆଜିି ପ୍ରତ୍ୟୁଷରୁ ଚନ୍ଦ୍ରଭାଗା ତୀର୍ଥରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ। ଏଥିପାଇଁ ଗତକାଲିଠାରୁ ଚନ୍ଦ୍ରଭାଗା ବେଳାଭୂମିରେ ପ୍ରବଳ ଗହଳି ପରିଲକ୍ଷିତ ହୋଇଥିଲା। ଆଜି ମଧ୍ୟ ସକାଳୁ...

ରଥଖଳାରେ ରଥକାଠ ଅନୁକୂଳ : ରଥଯାତ୍ରା ନିର୍ବିଘ୍ନରେ ଶେଷ ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା

ପୁରୀ :‌ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ବଡ଼ଦାଣ୍ଡ ରଥଖଳାରେ ରଥକାଠ ଅନୁକୂଳ କାର୍ଯ୍ୟ ଶେଷ ହୋଇଛି। ରଥ ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟ କାଠ ପହଞ୍ଚିବା ପରେ ପବିତ୍ର ବସନ୍ତ ପଞ୍ଚମୀରେ ଏହି ଅନୁକୂଳ...

ଖଣ୍ଡଗିରି ମହାକୁମ୍ଭ ମେଳା

ମେଳାର କିଂବଦନ୍ତିଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ କୁଷ୍ଠରୋଗରୁ ମୁକ୍ତି ପାଇଁ ଅର୍କକ୍ଷେତ୍ର କୋଣାର୍କରେ ଶାମ୍ବ ଦଶମୀଠାରୁ ମାଘସପ୍ତମୀ ପର୍ଯ୍ୟନ୍ତ ତପସ୍ୟା କରିଥିଲେ। ଏହି ସୂର୍ଯ୍ୟ ଉପାସନା ଅବସରରେ ସେ ଚନ୍ଦ୍ରଭାଗାରେ ସପ୍ତମୀ ବୁଡ଼ ପକାଇବା...

ମାଘ ଷଷ୍ଠୀ : ସ୍ନାନମଣ୍ଡପକୁ ବିଜେ ହେବେ ୩ ମହାଦେବ

କୋଣାର୍କ: ଚନ୍ଦ୍ରଭାଗାରେ ମାଘ ସପ୍ତମୀ ବୁଡ଼ ନିମନ୍ତେ ପୁରୀ ଜିଲା ପ୍ରଶାସନ ଓ କୋଣାର୍କ ଏନ୍‌ଏସି କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ଶ୍ରଦ୍ଧାଳୁଙ୍କ ସ୍ନାନ ନିମନ୍ତେ ଡ୍ରେନେଜ ବିଭାଗ ପକ୍ଷରୁ ତୀର୍ଥ ପୁଷ୍କରିଣୀ...

ତୁମ୍ଭେଶ୍ବର ମନ୍ଦିର ପ୍ରାଙ୍ଗଣରେ ହନୁମାନ, ଶନି ଓ ମା’ଙ୍କ ମୂର୍ତ୍ତି ଭଙ୍ଗା ଘଟଣାକୁ ନେଇ ଥାନାର ଦ୍ୱାରସ୍ଥ ହେଲେ ଅଞ୍ଚଳବାସୀ

ଜଗତସିଂହପୁର: କେତେକ ଅସାମାଜିକ ଲୋକ ଠାକୁରଙ୍କ ମୂର୍ତ୍ତିକୁ ରାତି ସାରା ବାଡ଼େଇ ବାଡ଼େଇ ଭାଙ୍ଗି ଫୋପାଡ଼ି ଦେଇଥିବା ଖବର ଜଗତସିଂହପୁର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଏଭଳି...

ଇସ୍କନ୍‌ ପକ୍ଷରୁ ମୁମ୍ବାଇରେ ଚତୁର୍ଦ୍ଧା ମୂର୍ତିଙ୍କୁ ପୁଣି ଅଦିନେ ଗଡ଼ିଲା ରଥ

ଭୁବନେଶ୍ବର : ଅଦିନିଆ ରଥଯାତ୍ରାକୁ ନେଇ କେତେ ତମ୍ବିତୋଫାନ ହେଲା। ଶେଷରେ ଅଦିନିଆ ରଥ ଗଡ଼େଇବେ ନାହିଁ ବୋଲି ଖୋଦ ଇସ୍କନ୍‌ ବୋର୍ଡ ମୁଖ୍ୟ ବି ସମ୍ମତି ଜଣାଇଲେ। ମାତ୍ର କଥା ରଖିଲେ ନାହିଁ।...

ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ

ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ। ଏହା ମାତା ସରସ୍ୱତୀଙ୍କର ଅତ୍ୟନ୍ତ ପ୍ରିୟ। ତେଣୁ, ଏହି ଦିନ ପୂର୍ବାହ୍‌ଣରେ ତାଙ୍କୁ ସ୍ୱତନ୍ତ୍ର ଭାବେ ଆବାହନ କରାଯାଏ। ଏହି ସମୟରେ ବସନ୍ତ ଋତୁ ଆରମ୍ଭ ହେଉଥିବାରୁ,...

ବଳପୂର୍ବକ ସଂଖ୍ୟାଲଘୁଙ୍କ ଝିଅଙ୍କୁ ଇସଲାମ ଧର୍ମାନ୍ତରଣ ବିରୋଧରେ ପ୍ରଦର୍ଶନ

ଇସଲାମାବାଦ: (ଏଜେନ୍ସି) : ପାକିସ୍ତାନ ସର୍ବଦା ବିଶ୍ୱ ସମୁଦାୟ ସମ୍ମୁଖରେ ଜମ୍ମୁକାଶ୍ମୀରରେ ଭାରତୀୟ ସେନାର ଜୱାନମାନେ ଦମନମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେଠାକାର ବାସିନ୍ଦାଙ୍କ ମାନବାଧିକାର ହନନ କରୁଛି ବୋଲି ଗାଇବୁଲୁଛି । କିନ୍ତୁ...

ପ୍ରାଚୀ ଗୁରୁଧର୍ମ କ୍ଷେତ୍ରରେ ମା ଶ୍ୟାମାକାଳୀଙ୍କ ଜନ୍ମୋତ୍ସବ

କଟକ: ସର୍ବଧର୍ମ ସମନ୍ୱୟ ପୀଠ ପ୍ରାଚୀ ଗୁରୁଧର୍ମ କ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମା ଶ୍ୟାମାକାଳୀଙ୍କ ଜନ୍ମ ଉତ୍ସବ ଆଶ୍ରମର ମୁଖ୍ୟ ବାବାଜୀ ଦାମୋଦର ଦାସଙ୍କ ତତ୍ୱାବଧାନରେ ପାଳିତ ହୋଇଯାଇଛି । ଭୋର ୪ଟ ୩୦...

ଦିଅଁ ଖାଇ ଖଟୁଳି ଖାଇବା ନୀତି ଚାଲିଛି ନୀଳଗିରି ଠାକୁର ମାହାଲରେ

ସମ୍ପତ୍ତି ପୁନଃ ଉଦ୍ଧାର ସହ ଅନିୟମିତତାର ତଦନ୍ତ ଦାବି ♦ ଆଣ୍ଡାମେଣ୍ଟ କମିଶନରଙ୍କ ନିର୍ଦ୍ଦେଶ ପାଣିର ଗାର ନୀଳଗିରି : ବାଲେଶ୍ୱର ଜିଲ୍ଲା ତୃତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ନୀଳଗିରି ଜଗନ୍ନାଥ ସଂମ୍ପତ୍ତି ଏବେ ବିପଦରେ...