Author: Editorial Desk

ମକର ସଂକ୍ରାନ୍ତିର ଠିକ୍ ପୂର୍ବଦିନ ମହାପ୍ରଭୁଙ୍କ ଶ୍ରୀ ବିଗ୍ରହଙ୍କ ସ୍ୱତନ୍ତ୍ର ବେଶ – ନବାଙ୍କ ବେଶ

ଭୁବନେଶ୍ୱର: ରାତି ପାହିଲେ ମକର ସଂକ୍ରାନ୍ତି। ଭଗବାନ୍‌ ସୂର୍ଯ୍ୟଙ୍କ ଉତ୍ତରାୟଣ ଯାତ୍ରା। ସାରା ଭାରତ ବର୍ଷରେ ଏହି ପର୍ବକୁ ବଡ଼ ଆନନ୍ଦ ସହକାରେ ପାଳନ କରାଯାଇଥାଏ। ଏହି ଦିନ ବିଭିନ୍ନ ପବିତ୍ର ନଦୀମାନଙ୍କରେ ସ୍ନାନ...

ବାପା; ଭାରି ମିଛୁଆ

ବୋଉମାନଙ୍କ ତୁଳନାରେ ବାପାମାନେ ଭାରି ବେହିସାବୀ । ପିଲାଦିନେ କୋଉ ପର୍ବପର୍ବାଣୀରେ ବାପାଙ୍କ ସହ ଡ୍ରେସ କିଣିବାକୁ ବାହାରିଲା ବେଳକୁ ବୋଉ, ବାପାଙ୍କୁ କୁହେ, -“ସେ Kalamandir ଦୋକାନରୁ ଆଣିବନି, ବେଶୀ ଟଙ୍କା ନେବ,...

ସେଦିନ ମୁଁ ଭୁଲ କରିନଥିଲି,…

ଭୁବନେଶ୍ୱର: “ଜୀବନରେ ସମସ୍ତେ କିଛି ନା କିଛି ଭୁଲ କରିଥାନ୍ତି । କିନ୍ତୁ କିଛି ଭୁଲ୍ ସାରା ଜୀବନକୁ ପ୍ରଭାବିତ କରେ। ହୁଏତ ସେଦିନର ଭୁଲ ମୋ ଜୀବନକୁ ପ୍ରଭାବିତ କରିଛି । କିନ୍ତୁ...

ପଣସ ରକ୍ତଚାପକୁ ନିୟନ୍ତ୍ରଣ କରିବା ସହ ହୃଦରୋଗକୁ ଦୂର କରାଏ

ଭୁବନେଶ୍ୱର: ଅନେକ ଲୋକ ପଣସ ଖାଇବାକୁ ବେଶ୍ ଭଲ ପାଆନ୍ତି। ପଣସ କଠାକୁ ତରକାରୀ, ବରା ଓ ବିଭିନ୍ନ ଉପାୟରେ ଲୋକମାନେ ରୋଷେଇ କରି ଖାଇବାକୁ ଭଲପାଆନ୍ତି। ସେହିପରି ଏହା ପାଚିଗଲେ ମଧ୍ୟ ଲୋକମାନେ...

ମଥୁରାନଗରୀ କଂସଙ୍କ ଶାସନରେ ଥରହର

ବରଗଡ଼ : ଗତକାଲିଠାରୁ ଆରମ୍ଭ ହୋଇଛି ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। ଏଥିପାଇଁ ଦୁଲୁକୁଛି ବରଗଡ଼ ସହର। ଗତକାଲି ପିତା ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ମହାରାଜା କଂସ ସିଂହାସନ ଆରୋହଣ କରିଛନ୍ତି। ଏହାପୂର୍ବରୁ ଦେବକୀ-ବସୁଦେବଙ୍କ ବିବାହ...

କ୍ରିକେଟର ହେବାକୁ ଲକ୍ଷ୍ୟ ରଖି ନଥିଲେ ମୟଙ୍କ

ନୂଆଦିଲ୍ଲୀ: ୨୭ ବର୍ଷୀୟ ମୟଙ୍କ ଅଗ୍ରୱାଲ୍ ଏବେ କ୍ରିକେଟ୍‌ ପ୍ରେମୀଙ୍କ ମଧ୍ୟରେ ଏକ ଜଣାଶୁଣା ନାଁ ପାଲଟି ଯାଇଛି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ୍ ସିରିଜ୍‌ର ତୃତୀୟ ମ୍ୟାଚ୍‌ରେ ସେ ଡେବ୍ୟୁ...

ଈଶ୍ୱର ଗଢ଼ୁଥିବା ମଣିଷ ଏଲ୍.ଈଶ୍ୱର ରାଓ

ଭୁବନେଶ୍ୱର – ଆଉ ତାଙ୍କ ସୃଷ୍ଟି ବି ନିଆରା। ସୂକ୍ଷ୍ମାତିସୁକ୍ଷ୍ମ କଳାକୃତି ଗଢ଼ିବାରେ ମାହିର ଏହି କଳାକାର ଜଣକ ଏଥର ବି ଏମିତି କିଛି ଗଢିଛନ୍ତି ଯାହାକୁ ଦେଖି ଆପଣଙ୍କ ଆଖି ଲାଖିଯିବ। ଇତିମଧ୍ୟରେ...

ବି.ଚନ୍ଦ୍ରକଳାଙ୍କ ବାସଭବନରେ ସିବିଆଇ ରେଡ୍‌

ଲକ୍ଷ୍ନୌ:ଉତ୍ତରପ୍ରଦେଶର ଚର୍ଚ୍ଚିତ ଆଇଏଏସ୍‌ ଅଫିସର ବି.ଚନ୍ଦ୍ରକଳାଙ୍କ ବାସଭବନରେ ସିବିଆଇ ଚଢ଼ାଉ। ସମାଜବାଦୀ ପାର୍ଟି ସରକାର ବେଳେ ହୋଇଥିବା ବେଆଇନ୍‌ ବାଲି ଖନନ ଓ ଖଣି ଖନନ ଦୁର୍ନୀତି ମାମଲାରେ ଏହି ଚଢ଼ାଉ ହୋଇଛି। ବି.ଚନ୍ଦ୍ରକଳାଙ୍କ...

ଟେକ୍ସଟ୍‌ ମେସେଜ୍‌ରେ ଆସିବ ଛାଡ଼ପତ୍ର ନୋଟିସ୍‌

ସାଉଦି: ସାଉଦି ଆରବର ମହିଳାମାନେ ଆଉ ଛାଡ଼ପତ୍ର ବାବଦରେ ଜାଣିବାରେ ଶେଷ ବ୍ୟକ୍ତିବିଶେଷ ହେବେନି, ଏଣିକି କୋର୍ଟ ଛାଡ଼ପତ୍ର ବାବଦରେ ଘୋଷଣା କରିବାର କିଛି ମିନିଟ୍‌ ମଧ୍ୟରେ ସେମାନଙ୍କୁ ଟେକ୍ସଟ୍‌ ମେସେଜ୍‌ ଜରିଆରେ ନୋଟିସ୍‌ ପହଞ୍ଚିଯିବ...

ବକୁଳ ଅମାବାସ୍ୟା ବା ବଉଳ ଅମାସିଆ

ଭୁବନେଶ୍ୱର: ବକୁଳ ଅମାବାସ୍ୟା ବା ବଉଳ ଅମାସିଆ – ଆମ୍ବଗଛ ଫଳବତୀ ହେବାର ଉତ୍ସବଟିଏ। ଯାହାକୁ ଓଡ଼ିଶାର ଲୋକେ ଘରେ ଘରେ ଉତ୍ସବ ଭାବେ ପାଳନ କରାଯାଇଥାଏ। ଚାଉଳରେ ପ୍ରସ୍ତୁତ ସ୍ୱତନ୍ତ୍ର ପିଠା ପ୍ରସ୍ତୁତ ହୋଇ...